lang pl

Odia Shiva Stuti
Odia Shiva Stuti
Pobierz plik APK
Odia Shiva Stuti

Odia Shiva Stuti

Deweloper: HASHCAP
Rozmiar aplikacji: 9.4M
Data wydania: Nov 16, 2017
Cena: Free
4.8
41 Oceny
Rozmiar:
9.4M
Pobierz plik APK
Google Play
Zrzuty ekranu z Aplikacji
Mobilny

About: Odia Shiva Stuti

ଜୟ ଭୋଲେନାଥ

ବ୍ରହ୍ମା,ବିଷ୍ଣୁ,ମହେଶ୍ୱର ଏହି ତ୍ରିଦେବଙ୍କ ମଧ୍ୟରୁ ଶ୍ରୀଶିବ (ମହେଶ୍ୱର) ଅନ୍ୟତମ । ବ୍ରହ୍ମାରଜସ ଗୁଣଯୁକ୍ତ, ବିଷ୍ଣୁସତ୍ତ୍ୱ ଗୁଣଯୁକ୍ତ ତଥା ମହେଶ୍ୱର ତାମସ ଗୁଣଯୁକ୍ତ ଅଟନ୍ତି । ବ୍ରହ୍ମା ସୃଷ୍ଟିକର୍ତ୍ତା ଏବଂ ବିଷ୍ଣୁପାଳନ କର୍ତ୍ତା ଏବଂ ଶିବ ସଂହାରକର୍ତ୍ତା ରୂପେ ବିଦିତ ହୁଅନ୍ତି । ଶିବ ବ୍ୟାଘ୍ରଚର୍ମ ପରିଧାନ ପୂର୍ବକ, ଗଳାରେ ସର୍ପମାଳା, ଶରୀରରେ ଭସ୍ମ ବିଲୋପନ ତଥା ହସ୍ତେ ତ୍ରିଶୂଳ ଏବଂ ଡ଼ମ୍ବରୁ ଏବଂ ଶିରରେ ଚନ୍ଦ୍ରଦେବଙ୍କୁ ଧାରଣ କରିଛନ୍ତି । ଶିରର ଜଟାରେ ପବିତ୍ରପାବନ କାରିଣୀ ଗଙ୍ଗାମାତାଙ୍କୁ ଧାରଣ କରିବାର ଅପାର କ୍ଷମତା ବହନ କରିଥାନ୍ତି । ସେ ତ୍ରିନେତ୍ର ଅଟନ୍ତି। ଶ୍ମଶାନ ଯାହାଙ୍କର ନିବାସସ୍ଥଳୀ ଏବଂ ସେ ସର୍ବଦା ଭୁତ, ପିଶାଚଙ୍କ ସଙ୍ଗେ ଭ୍ରମଣ କରୁଥାନ୍ତି । ଭଗବାନ ଶ୍ରୀ ଶିବଙ୍କର ଶ୍ରେଷ୍ଠ ଆଶ୍ରୟ ସ୍ଥଳୀ ହେଲା କୈଳାସ ପର୍ବତ ଯେଉଁଠାରେ ସେ ଗିରିସୁତା ପାର୍ବତୀ, ନନ୍ଦୀ, ଭୃଙ୍ଗୀ ଅନୁଚର ଦ୍ବୟ, ବିଦ୍ୟାଦାତ୍ରୀ ପୁତ୍ର ଶ୍ରୀ ଗଣେଶ ଏବଂ ଷଡାନନ ଶ୍ରୀ କାର୍ତ୍ତିକେୟଙ୍କ ସଙ୍ଗରେ ନିବାସ କରନ୍ତି ।
ଏଣୁ ହେ ମହେଶ, ହେ କୈଳାସ ପତି, ହେ ଭୁତନାଥ, ହେ ଶ୍ମଶାନବାସୀ, ଦକ୍ଷପର୍ବ ଭଞ୍ଜନକାରୀ, ତ୍ରିନେତ୍ର, ଡ଼ମ୍ବରୁଧାରୀ, ନୀଳକଣ୍ଠ ଆପଣଙ୍କୁ ସଭକ୍ତି ପୂର୍ବକ ଶତ ଶତ ବାର ପ୍ରଣାମ କରୁଅଛି ।



Odia Shiva Stuti


Bholenath is an E-collection of Lord Shiva in Odiya.

* Shiva Stuti
* Shiva Chalisa
* 108 names of Lord Shiva
* Mahamrityunjaya Mantra
* Shiva Panchakshari Mantra
* Shiva Sahasra Nama
* Specialty of Mahashivaratri Brata
* Shiva Tandava Stotram
* Lingashtakam Stotram
* Shiva Puja Bidhi
* Shivaji's Arati
Aplikacje dewelopera:
Nowe Wydania

Reviews Odia Shiva Stuti


Oceny użytkowników
Łączna liczba ocen: 41
Oceny
4.8
41 Oceny
5 Gwiazda
4 Gwiazda
3 Gwiazda
2 Gwiazda
1 Gwiazda
Name
Message
Whatsapp
Vkontakte
Telegram
Reddit
Pinterest
Linkedin
Ukryj